ଗାନ୍ଧୀ ଜୟନ୍ତୀରୁ ଓଡ଼ିଶା ରାଜନୀତି ସରଗରମ.ମଇଦାନରେ ବିଜେପି-ବିଜେଡି-କଂଗ୍ରେସର କାର୍ଯ୍ୟକ୍ରମ


ଗାନ୍ଧୀ ଜୟନ୍ତୀରେ ଗରମ ହେଲା ଓଡ଼ିଶାର ରାଜନୈତିକ ମୈଦାନ! ବିଜେପି ର ସେବା ସଂକଳ୍ପ ଅଭିଯାନ ଚାଲିଥିବା ବେଳେ ଆଜିଠୁ ବିଜେଡି ର ପଦଯାତ୍ରା, କଂଗ୍ରେସର ଗଣତନ୍ତ୍ର ବଞ୍ଚାଇବାର ନାରା. ପଞ୍ଚାୟତ ପୂର୍ବରୁ ଗ୍ରାଉଣ୍ଡରେ ଆରମ୍ଭ ହୋଇଗଲା ନେତାଙ୍କ ମୁହାଁମୁହିଁ ଲଢେଇ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାଉଣ୍ଡ ରେ ତିନି ରାଜନୈତିକ ଦଳ ମଧ୍ୟରେ ବଳ କଷାକଷି। ଗାଁ ଗାଁରେ ରାଜନୀତି, ଘରେ ଘରେ ନେତାଙ୍କ ପହଞ୍ଚ। ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ତିନି ପ୍ରମୁଖ ଦଳ ତୃଣମୂଳସ୍ତରରେ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି।

Post a Comment

Cookie Consent
We serve cookies on this site to analyze traffic, remember your preferences, and optimize your experience.
Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.