ବରଗଡ଼ ରେ ଆୟୋଜିତ ହେଲା ଜିଲ୍ଲା କଂଗ୍ରେସ ର ପଦଯାତ୍ରା



 ବରଗଡ଼:ଆଜି ଜାତିର ପିତା ଗାନ୍ଧୀ ଓ ଶାନ୍ତି ଦୂତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଶୁଭେନ୍ଦୁ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା ଜିଲ୍ଲା କଂଗ୍ରେସ ର ପଦଯାତ୍ରା। ଗୋପାଳ ଗୋଶାଳା ପ୍ରଙ୍ଗଣରୁ, ଘରୋଇ ବସଷ୍ଟାଣ୍ଡ ଦେଇ ଗାନ୍ଧୀଛକ ପଯ୍ୟନ୍ତ "ଭୋଟ୍ ବଞ୍ଚାଅ-ସମ୍ବିଧାନ ବଞ୍ଚାଅ-ଦେଶ ବଞ୍ଚାଅ ପଦଯାତ୍ରା" କରି ,ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଓ ଲାଲ ବାହାଦୂର ଶାସ୍ତ୍ରୀ ଫୋଟଚିତ୍ର ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ସାଧୁଚରଣ ନେପାକ, ହରଦୀପ ସିଂହ, ଆନନ୍ତ ଶୟନ ପାଢୀ, ସଂଗ୍ରାମ ନେପାକ, ବ୍ରହ୍ମାନନ୍ଦ ମହାକୁଡ଼, ଯୁଗଳ ପ୍ରସାଦ ସିଂହ, ସରୋଜ କୁମାର ଷଡଙ୍ଗୀ, ପ୍ରତାପ ଚ଼ନ୍ଦ୍ର ନାୟକ, ସୁନିତା ବାଗ, କିଶୋର କୁମାର ସାହୁ, ରାଜେଶ ମହାପାତ୍ର, ଗଙ୍ଗାଧର ପୁଝାରୀ, ଚନ୍ଦନ କୁମ୍ଭାର, ପ୍ରଭାଜିତ ସିଂହ, ରୋହିତ ସେଠ୍, କୁଲ ପଟ୍ଟନାୟକ, ଉପେନ୍ଦ୍ର ଘିବଲା, ରବି ପତି, ଶଙ୍କର ଯୋଶୀ, ସୁରେନ ସାହୁ, ମହାନ୍ତି ରଣା, ଉତ୍ତର କଲତା, ଚନ୍ଦନ ଦାଶ, ଗୋପାଳ ମେହେର, ସାଗର ନେପାକ, ସୁଶାନ୍ତ ସାହୁ, ବିମଳ ଶିକ୍କା, ବୈକୁଣ୍ଠ ଷଡଙ୍ଗୀ, ବାବୁଲି କୁମ୍ଭାର,ଦୁର୍ଗା ମାଧବ ତ୍ରିପାଠୀ, ସୁଶିଲ କୁମାର ଭୋଇ, ପଞ୍ଚାନନ ମିଶ୍ର, ଦିଲିପ ଦାଶ, ଫଗୁନୁ ମହାନନ୍ଦ, ପ୍ରଦୀପ ରାୟ, ହରିରାମ ଭୋଇ, ସଞ୍ଜୟ ସଂହ, ଅକ୍ଷୟ ମାହାପାତ୍ର, ଶିଦ୍ ସିଂହ, ସନ୍ତୋଷ ସାହୁ, ସୁଢଲ କୁମାର ସାହୁ, ପ୍ରେମରାଜ ଭୁଏ, ଲେକ୍ରୁ ସିଂହ, ପ୍ରଶାନ୍ତ ପାତ୍ର, ସଲିମ ସୁନା ଓ ଅନେକ କଂଗ୍ରେସ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ।

Post a Comment

Cookie Consent
We serve cookies on this site to analyze traffic, remember your preferences, and optimize your experience.
Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.