Notification texts go here Contact Us Buy Now!

IND vs SL First Test: ଶ୍ରୀଲଙ୍କା ବିପକ୍ଷରେ ଭାରତର ବ୍ୟାଟିଂ ଜାରି

Sahil Tv News

 


ଗାଲେ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଗାଲେ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ଜିଣି ଭାରତ ବ୍ୟାଟିଂ ଜାରି ରଖିଛି। ଅଧିନାୟକ ଶୁଭମନ ଗିଲ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ଇଣ୍ଡିଆର ବ୍ୟାଟିଂ ଆରମ୍ଭ କରିଥିଲେ ଯଶସ୍ବୀ ଜୟସ୍ବାଲ ଏବଂ କେଏଲ୍‌ ରାହୁଲ। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୪୭ ରନ୍‌ର ଭାଗିଦାରୀ ହୋଇଥିଲେ। ଭାରତ ରନ ଆଉଟ୍ ଭାବରେ ପ୍ରଥମ ଝଟକା ପାଇଥିଲା। ଯଶସ୍ୱୀ ଜୟସୱାଲଙ୍କୁ ପ୍ୟାଭିଲିୟନ ଫେରିବାକୁ ପଡିଥିଲା। ଯଶସ୍ୱୀ ୩୭ ବଲ୍‌ରୁ ୩୨ ରନ କରିଥିଲେ। ୨୭ ଓଭର ପରେ ଭାରତର ସ୍କୋର ଗୋଟିଏ ୱିକେଟ ହରାଇ ୧୦୧ ରନ୍‌ ହୋଇଛି। ରାହୁଲ ଏବଂ ଦେବଦତ୍ତ ପଡ଼ିକଲ୍ଲ କ୍ରିଜ୍‌ରେ ଅଛନ୍ତି। 

Cricket: ଭାରତୀୟ କ୍ରିକେଟ୍‌ ପ୍ରଶଂସକଙ୍କ ହୃଦୟ ଜିତିବ ଆଫଗାନିସ୍ତାନର ପ୍ରସ୍ତାବ!

ସୂଚନାଯୋଗ୍ୟ, ନଅ ବର୍ଷ ପରେ  ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କାରେ ଏକ ଟେଷ୍ଟ ଖେଳୁଛି। ଏହା ଟିମ୍ ଇଣ୍ଡିଆର ୬୦୦ତମ ଟେଷ୍ଟ ମଧ୍ୟ। ଟେଷ୍ଟ ଚାମ୍ପିଅନସିପ୍ ଟେବୁଲରେ ଭାରତ ୫ମ ସ୍ଥାନରେ ଅଛି। ଯେତେବେଳେ ଆୟୋଜକ ଶ୍ରୀଲଙ୍କା ୬ଷ୍ଠ ସ୍ଥାନରେ ଅଛି।

إرسال تعليق

Cookie Consent
We serve cookies on this site to analyze traffic, remember your preferences, and optimize your experience.
Oops!
It seems there is something wrong with your internet connection. Please connect to the internet and start browsing again.
AdBlock Detected!
We have detected that you are using adblocking plugin in your browser.
The revenue we earn by the advertisements is used to manage this website, we request you to whitelist our website in your adblocking plugin.
Site is Blocked
Sorry! This site is not available in your country.